କିଛି ତ ଦେଇ ପାରିଲିନି
*****************
କିଛି ତ ଦେଇ ପାରିଲିନି
ତାରାପରି ଚିକିମିକି ସ୍ବପ୍ନ
ନା ନଈ ପଠା ଧାନତଳିର
ଗହଳ ସବୁଜିମା,
ଦେଇପାରିଥାନ୍ତି କି
ଝରଣାର ସ୍ବଛ୍ଛ ଚଗଲା ପାଣିରୁ
କେଇଚୋଳା,
କିଣିଦେଇଥାନ୍ତି ହେଲେ
ଶୀତ ଦିନର
ଫୁଲେଇ ବଜ଼ାର ପରି ମନତଳୁ
ଛୋଟ ଏକ କାଗଜ ର ନାଆ ।।
Dr Arundhati Mohanty
Nothing to give
Nothing to give
Shine's dream like star
Dense green paddy fields,
Could you give
Some of the water from the cascading water of the waterfall
Something would have been but winter day
From the mind like a racy market
Some paper boats !!
(Translated into English by:- Hemant Behera)